ମକ୍କା
ଦେଖଣା
ମକ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମକ୍କା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧାନ୍ୟାଦି ବର୍ଗର ଶସ୍ୟବିଶେଷ — ୧. Indian core; maize; Zea mays;
[ଦ୍ରଷ୍ଟବ୍ୟ —ଏହାର ଗଛ ଓ ପତ୍ର ଛୋଟ ଆଖୁ ଗଛ ପରି; ପ୍ରତ୍ୟେକ ଗଣ୍ଠିରୁ ଆବରଣାବୃତ ଲମ୍ୱା ଫଳ ବାହାରେ ଓ ଉକ୍ତ ଫଳର ଚାରି ପାଖରେ ଦାନ୍ତ ପରି ମଞ୍ଜି ମାନ ଘନ ହୋଇ ଲାଗିଥାଏ; ଖୋସା [ବୀଜକୋଷ]ର ଅଗରୁ ଗୁଡ଼ିଏ କେଶ ପରି ସରୁ ଲମ୍ୱ ସୂତ୍ର ବାହାରିଥାଏ ଏ ଗଛର ନିବାସ ଆମେରିକା]
- ୨. [ନାମ [ଆରବ ଦେଶର ରାଜଧାନୀ — ୨. Mecca in Arabia.
[ ଦ୍ର—ଏହା ମୁସଲମାନ ଧର୍ମପ୍ରବର୍ତ୍ତ ମହମ୍ମଦଙ୍କ ଜନ୍ମ ସ୍ଥାନ ଓ ମୁଲମାନଙ୍କର ପ୍ରସିଦ୍ଧ ତୀର୍ଥ ଏଠାର ମୁସଲମାନ୍ ଧର୍ମମନ୍ଦିରକୁ କାବା ବୋଲାଯାଏ ଓ ପ୍ରତ୍ୟେକ ମୁସଲମାନ୍ ଦୈନିକ ନମାଜ (ସ୍ତୋତ୍ରପାଠ) କଲାବେଳେ ଏହି ନଗର ଦିଗକୁ ମୁହଁ କରନ୍ତି]