ମଗର

ଉଇକିଅଭିଧାନ‌ରୁ

ମଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମକର)[ସମ୍ପାଦନା]

୧. ମକର (ଦେଖ) - ୧. Makara (See)

(ଉ—କଳା ମୁଣ୍ଡ ଜଳେ ଛଟକେ ଦେଖାଇ, ବୁଲଇ ମଗର ଏଣେ ତେଣେ ଧାଇଁ ରାଧାନାଥ. ଚିଲିକା)

୨. ନେପାଳି ଜାତିବିଶେଷ (ହିନ୍ଦୀ - ଶ) —୨. A class of the Nepalese.

ପ୍ରାଦେଶିକ - (ଗଡ଼ଜାତ. ସମ୍ୱଲପୁର)[ସମ୍ପାଦନା]

କୁମ୍ଭୀର —Alligator.