ମଜୁର

ଉଇକିଅଭିଧାନ‌ରୁ

ମଜୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମଜ୍ଦୂର)[ସମ୍ପାଦନା]

ଶ୍ରମଜୀବୀ; ମୂଲିଆ — A day labourer.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୟୁର)[ସମ୍ପାଦନା]

ମୟୂର — Peacock.



ମଜୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମୟୂରୀ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ)—ବି[ସମ୍ପାଦନା]

ମୟୂର (ଦେଖ) - — Mayūra (See).