ମଞ୍ଜୂଷା
ଦେଖଣା
ମଞ୍ଜୂଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଞ୍ଜ୍ ଧାତୁ+କର୍ମ ଉଷ+ଆ)
[ସମ୍ପାଦନା]- ୧. ପେଡ଼ି; ପେଡ଼ା; ପେଟରା —୧. A trunk; a casket; a basket with lid.
- ୨. ସିନ୍ଧୁକ —୨. A chest.
- ୩. ମଞ୍ଜିଷ୍ଠା (ଦେଖ) - —୩. Man̄jisṭhā (See)
- ୪. ପାଷାଣ —୪. Stone.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଞ୍ଜାମ ଜିଲ୍ଲାର ଗୋଟିଏ ଓଡ଼ିଆ ଜମିଦାର; (ମହେନ୍ଦ୍ରପର୍ବତ ଏହି ମଞ୍ଜୁଷାରାଜ୍ୟର ଅନ୍ତର୍ଗତ) —Name of an estate in the Ganjam district.