ମଧ୍ୟେ

ଉଇକିଅଭିଧାନ‌ରୁ

ମଧ୍ୟେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମଧ୍ୟରେ (ଦେଖ) - —୧. Madhyare (See)
୨. ମଇଧେ (ଦେଖ) - —୨. Maidhe (See)
୩. (ପଦ୍ୟ) ମଧ୍ୟ; ସୁଦ୍ଧା — ୩. Also.

[ଉ—ଏ ବାହାରେ ସିପାଇ ପାଇକଙ୍କୁ ମଧ୍ୟେ; ମାରି ପକାଇଲେ ସେ ଯୁଦ୍ଧେ ତହିଁ କ୍ରୋଧେ କୃଷ୍ଣସିଂହ. ମହାଭାରତ. ବର୍ଣ୍ଣ]