ମନୁଷ୍ୟ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମାନବ; ଲୋକ
  • ବ୍ୟକ୍ତି
  • ଇଥିଓପୀୟ ବା ନିଗ୍ରୋ
  • ପଲିନେସୀୟ
  • ଆଦିମମନୁଷ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମନୁଷୀ—ସ୍ତ୍ରୀ) 

ମନୁଷ୍ୟ ଶବ୍ଦର ଅନ୍ୟ ସଂସ୍କୃତ - ନାମ—,ମାନୁଷ, ମନୁଜ, ମାନବ, ନର, ଦ୍ୱିପଦ—'

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମନୁ+ଜାତାର୍ଥେ. ଷ୍ୟ)[ସମ୍ପାଦନା]

୧. ମାନବ; ଲୋକ —୧. Man.
୨. ବ୍ୟକ୍ତି —୨. Person.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ରମାନଙ୍କରେ ସବୁ ପ୍ରାଣୀଙ୍କ ସହିତ ଏକ ସମୟରେ ମନୁଷ୍ୟର ଉତ୍ପତ୍ତି ହୋଇଥିବା କଥିତ ଅଛି କିନ୍ତୁ ଆଧୁନିକ ପ୍ରାଣି ବିଜ୍ଞାନର ବିବର୍ତ୍ତନ ବାଦମତରେ ପ୍ରଥମେ ମେରୁଦଣ୍ଡହୀନ ପ୍ରାଣୀ, ସେମାନଙ୍କ ବିବର୍ତ୍ତନରୁ ମେରୁଦଣ୍ଡୀ ଅଣ୍ଡଜ, ସେମାନଙ୍କ ବିବର୍ତ୍ତନରୁ]


ଜରାୟୁଜ ଓ ସବୁ ଜରାୟୁଜମାନଙ୍କ ପଛରେ ମାଙ୍କଡ଼ ବା ବନ ମନୁଷ୍ୟ ଓ ସେମାନଙ୍କ ବିବର୍ତ୍ତନରୁ ମନୁଷ୍ୟର ଉତ୍ପତ୍ତି ହୋଇ ଅଛି ନରଶାସ୍ତ୍ରାନଶୀଳନକାରୀମାନେ ପୃଥିବାର ମନୁଷ୍ୟଙ୍କୁ ପ୍ରାଧାନ ପା଼ଞ୍ଚ ଶ୍ରେଣୀରେ ବିଭକ୍ତ କରିଅଛନ୍ତି; ଯଥା— ୧ କକେଶୀୟ (ଇଉରୋପ ଓ ଭାରତବାସୀ ଆର୍ଯ୍ୟ), Caucasian, ୨ ମଙ୍ଗୋଲୀୟ (ଚୀନ, ଜାପାନ ଅଧିବାସୀ), Mangolian. :୩. ଇଥିଓପୀୟ ବା ନିଗ୍ରୋ (ଆଫ୍ରିକାବାସୀ), Etheopean. :୪. ପଲିନେସୀୟ (ପ୍ରଶାନ୍ତ ମହାସାଗର ଦ୍ୱୀପବାସୀ), Polinasian. :୫. ଆଦିମ (ଆମେରୀକ ଆମେରିକାବାସୀ) , Red Indian. ଏହି ବିଭିନ୍ନ ଶ୍ରେଣୀଭୁକ୍ତ ବ୍ୟକ୍ତିମାନଙ୍କର ଦେହର ବର୍ଣ୍ଣ, କେଶର ବର୍ଣ୍ଣ , ମୁଖ, ଓଷ୍ଠ , କର୍ଣ୍ଣାଦିର ଗଢ଼ଣରେ ପାର୍ଥକ୍ୟ ଲକ୍ଷିତ ହୁଏ— ହିନ୍ଦୀ - ଶ]