Jump to content

ମନ୍ତବ୍ୟ

ଉଇକିଅଭିଧାନ‌ରୁ
  • ମନନୀୟ; କଳ୍ପନୀୟ
  • ବିଚାର୍ଯ୍ୟ; ଚିନ୍ତନୀୟ
  • ବିବେଚନା ଯୋଗ୍ୟ
  • ମାନନୀୟ
  • ଅଭିମତ
  • ପ୍ରକାଶିତ ଅଭିପ୍ରାୟ
  • ମତମନ୍ତବ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମନ୍ ଧାତୁ+କର୍ମ ତବ୍ୟ)

[ସମ୍ପାଦନା]
୧. ମନନୀୟ; କଳ୍ପନୀୟ — ୧. Conceivable.
୨. ବାଚାର୍ଯ୍ୟ; ଚିନ୍ତନୀୟ — ୨. Thinkable.
୩. ବିବେଚନା ଯୋଗ୍ୟ —୩. Fit to be considered.
୪. ମାନନୀୟ (ହିନ୍ଦୀ - ଶ) — ୪. Respectable.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଭିମତ — ୧. Remark.
୨. ପ୍ରକାଶିତ ଅଭିପ୍ରାୟ —୨. Expressed intention,.
୩. ମତ —୩. Opinion.