ମର୍ତ୍ତ୍ୟ

ଉଇକିଅଭିଧାନ‌ରୁ

ମର୍ତ୍ତ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ+କର୍ତ୍ତୃ. ତ+ଯ)[ସମ୍ପାଦନା]

୧. ମର୍ତ୍ତ (ଦେଖ) - ୧. Martta (See).
୨. ଶରୀର; ଦେହ — ୨. Body (Apte).
୩. ଅମୃତ ପାଣି କଦଳୀ; ଏକ ପ୍ରକାର ସ୍ଥୂଳ ଓ ସୁସ୍ୱାଦୁ କଦଳୀ —୩. A kind of excellent ripe banana; martaban banana.

[ଦ୍ରଷ୍ଟବ୍ୟ —ଏହି କଦଳୀ ପାଚିଲେ ହଳଦିଆ ହୁଏ ଓ ଏହା ଚମ୍ପା କଦଳୀଠାରୁ ବଡ଼]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ମର୍ତ୍ତ (ଦେଖ) - —martta (See)