ମର୍ତ୍ତ୍ୟ
ଦେଖଣା
ମର୍ତ୍ତ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମର୍ତ୍ତ୍ୟ
|
ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ+କର୍ତ୍ତୃ. ତ+ଯ)
[ସମ୍ପାଦନା]- ୧. ମର୍ତ୍ତ (ଦେଖ) - ୧. Martta (See).
- ୨. ଶରୀର; ଦେହ — ୨. Body (Apte).
- ୩. ଅମୃତ ପାଣି କଦଳୀ; ଏକ ପ୍ରକାର ସ୍ଥୂଳ ଓ ସୁସ୍ୱାଦୁ କଦଳୀ —୩. A kind of excellent ripe banana; martaban banana.
[ଦ୍ରଷ୍ଟବ୍ୟ —ଏହି କଦଳୀ ପାଚିଲେ ହଳଦିଆ ହୁଏ ଓ ଏହା ଚମ୍ପା କଦଳୀଠାରୁ ବଡ଼]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ମର୍ତ୍ତ (ଦେଖ) - —martta (See)