ମଳନ

ଉଇକିଅଭିଧାନ‌ରୁ

ମଳନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମଳ୍ ଧାତୁ+ଭାବ ଅନ)[ସମ୍ପାଦନା]

୧. ବିଲେପନ; ଲିପିବା — ୧. Anointing; besemearing.
୨. ମର୍ଦ୍ଦନ; ମଳିବା —୨. Rubbing; shampooing; pressing.
୩. (+କର୍ତ୍ତୃ. ଅନ) ବସ୍ତ୍ରୀବାସ; ରାଉଟୀ — ୩. Tent.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମଅଳନ (ଦେଖ) - — Ma-aḻana (See)