ମହାକୁଳ

ଉଇକିଅଭିଧାନ‌ରୁ

ମହାକୁଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମହତ୍+କୁଳ=ବଂଶ; କର୍ମଧା)[ସମ୍ପାଦନା]

୧. ପ୍ରସିଦ୍ଧ ବଂଶ —୧. A celebrated race.
୨. ସତ୍— କୁଳ; ଉଚ୍ଚକୂଳ —୨. A high family; a noble family.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରହୀ)[ସମ୍ପାଦନା]

ସତ୍ କୁଳଜାତ —Of noble birth.

(ମହାକୁଳା—ସ୍ତ୍ରୀ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମହାକୁଡ଼ (ଦେଖ) - Mahākuṟḍ̠a (See)

୧. ଗଉଡ଼; ଗୋପାଳ —୧. A cowherd.

[ଉ—ତୁ ଅଟୁ ଯଶୋଦା କୁମର, ନନ୍ଦ ମହାଖୁଡ଼ ପିଅର ଜଗନ୍ନାଥ .ଭାଗବତ]

୨. ଗଉଡ଼ଙ୍କର ବଂଶୋପାଧି ବିଶେଷ —୨. A Family-title of cowherds ୩. ଗାଈମାନଙ୍କର ସଂଖ୍ୟା ବିଶେଷ —୩. A fixed number of cattle. [ଦ୍ରଷ୍ଟବ୍ୟ —୧ ଗାଈ= ୧ ଗୋଗୋଷ୍ଠ, ୧ ଗୋଷ୍ଠ=୧ ସଲି, ୧ ପଲି =୧ ଲଉଡ଼ି, ୧ ଲଉଡ଼ି=୧ ମହାକୁଡ଼, ୧ ମହାକୁଡ଼=୧ ମହୋଭୋଇ, ୧୨: ମହାଭଓଇ=୧ ଗୋଧନ—ସାରଳା, ମହାଭାରତ]