ମହାଫଳ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ବୃହତ୍ ଫଳବିଶିଷ୍ଟ
  • ଯେଉଁ କାର୍ଯ୍ୟଦ୍ଵାରା ମହତଫଳ ପ୍ରାପ୍ତି ହୁଏ
  • ବହୁ ଫଳ ପ୍ରସବକାରୀ
  • ଯହିଁରୁ ବହୁ ପୁରସ୍କାର ଲାଭ ହୁଏ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିଲ୍ଵବୃକ୍ଷ ଓ ଫଳ
  • ବୃହତ୍ ଫଳ
  • ଅଧିକ ପୁରସ୍କାରମହାଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମହାଫଳ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - (ମହତ୍+ଫଳ ଯାହାର; ବହୁବ୍ରୀହି)

୧. ବୃହତ୍ ଫଳବିଶେଷ —୧. Bearing large fruits.
୨. ଯେଉଁ କାର୍ଯ୍ୟଦ୍ୱାରୀ ମହତ୍ଫଳ ପ୍ରାପ୍ତି ହୁଏ — ୨. Resulting in the achievement of great results.
୩. ବହୁ ଫଳ ପ୍ରସବକାରୀ —୩. Bearing much fruit (Apte).
୪. ଯହିଁରେ ବହୁ ପୁରସ୍କାର ଲାଭ ହୁଏ — ୪. Bringing much reward.

ବିଶେଷ୍ୟ -[ସମ୍ପାଦନା]

୧. ବିଲ୍ୱବୃକ୍ଷ ଓ ଫଳ —୧. The Marmelus (tree and fruit)
୨. (କର୍ମଧା) ବୃହତ୍ ଫଳ —୨. Great result; big fruit,.
୩. ଅଧିକ ପୁରସ୍କାର —୩. Great reward.



ମହାଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମହାଫଳ+ଆ)[ସମ୍ପାଦନା]

୧. ଇନ୍ଦ୍ରବାରୁଣୀ; ପାଞ୍ଚ କୋଡ଼ମେଇ ଲତା; ମହାକାଳ ଲତା (ମହାକାଳ ଦେଖ) — ୧. Colocynth (creeper).
୨. ପିତା ଲାଉ —୨. The bitter gourd (Apte).
୩. ଏକ— ପ୍ରକାର ବର୍ଚ୍ଚା —୩. A kind of Spear (Apte)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି)[ସମ୍ପାଦନା]

ମହାଫଳର ସ୍ତ୍ରୀଲିଙ୍ଗ — Feminine of Mahāphaḻa.