ମହା ନାଏକ
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାନ୍+ନାୟକ)
ଖଣ୍ଡାଏତ (ଦେଖ) - Khaṇḍāeta (See)
[ଦ୍ରଷ୍ଟବ୍ୟ —ଏମାନେ ପୂର୍ବେ ଜିଲ୍ଲାଦାର୍ ଥିଲେ ବର୍ତ୍ତମାନ ଏହା ଜାତୀୟ ଉପାଧିରେ ପରିଣତ ହୋଇଅଛି ]