ମହି

ଉଇକିଅଭିଧାନ‌ରୁ

ମହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ)[ସମ୍ପାଦନା]

୧. ପୃଥିବୀ; ଧରଣୀ —୧. The earth.
୨. ଭୂମି —୨. The ground.
୩. ଗୌ; ଗାଈ —୩. Cow.
୪. ମହତ୍ତ୍ୱ —୪. Greatness.
୫. ବୁଦ୍ଧି — ୫. Intellect.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦ୍ୟ—ସନ୍ଧାନ= ବାଖର)[ସମ୍ପାଦନା]

୧. ଦଧ୍ୟମ୍ଳ; ଦୁଧକୁ ବସାଦହି କରିବା ପାଇଁ ସେଥିରେ ପକାଯିବା ଖଟା ଦହି —୧. Curd ferment; rennet used to co-agulate milk; sour whey used in curdling milk; Bulgarian milk.
୨. ମଇ (ଦେଖ) - —୨. Mai (See)
୩. (ଆଦରାର୍ଥକ) ମହେଶ୍ୱରର ଡାକ ନାମ —୩. Name for calling Maheṡwar.

ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ -[ସମ୍ପାଦନା]

ଦଧି —Curd.

ପ୍ରାଦେଶିକ - (ସମ୍ୱଲପୁର ଓ ବୌଦ୍ଧ) ବିଶେଷ୍ୟ -[ସମ୍ପାଦନା]

ଘୋଳ ଦହି —Whey; churned buttermilk.