ମହିମା

ଉଇକିଅଭିଧାନ‌ରୁ

ମହିମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମହତ୍+ଇମନ୍; ମହିମନ୍ ଶବ୍ଦ; ୧ମ. ୧ବ)[ସମ୍ପାଦନା]

୧. ଉତ୍କର୍ଷ —୧. Excellence.
୨. ମହତ୍ତ୍ୱ — ୨. Glory; greatness.
୩. ଗୌରବ — ୩. Majesy; dignity.
୪. ମାହାତ୍ମ୍ୟ —୪. Magnitude.
୫. ଐଶର୍ଯ୍ୟ —୫. Grandeour.
୬. ଶକ୍ତି — ୬. Energy; power.
୭. ଉଚ୍ଚପଦବୀ —୭. High exalted position.
୮. ମହାଦେବଙ୍କ ଅଷ୍ଟ ବିଭୂତି ମଧ୍ୟରୁ ଏକତମ —୮. One of the ୮ divine
peculiarities of Siba.

[ଦ୍ରଷ୍ଟବ୍ୟ —ଏହି ବିଭୂତି ସାହାଯ୍ୟରେ ମହାଦେବ ସ୍ୱେଚ୍ଛାକ୍ରମେ ଆକାର ଧାରଣ କରନ୍ତି]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମହତ୍ତ୍ୱର ଚରମ ସୀମା — ୧. The acme of greatness or glory

[ଦ୍ରଷ୍ଟବ୍ୟ — ସେହି ଚିଦ୍ରୂପ ମହିମା ସାହାଯ୍ୟରେ ଜଗତରେ ସମୁଦାୟ ବସ୍ତୁ ପ୍ରକାଶିତ ହୋଇଅଛି ମହିମା ଚିତ୍ସ୍ୱରୂପ ଅଟନ୍ତି ସିଦ୍ଧ ଯୋଗୀମାନେ ଚରମ ଅବସ୍ଥା ପ୍ରାପ୍ତ ହେଲେ ସୁଖଦୁଃଖବିହୀନ ମହିମାକୁ ପ୍ରାପ୍ତ ହୁଅନ୍ତି]

୨. ମହାନ୍ ପୁରୁଷ; ସମସ୍ତଙ୍କର ପ୍ରଭୁ —୨. The universal God.
୩. ମହିମାଧର୍ମ (ଦେଖ) - —୩. Mahimādharma (See).

[ଦ୍ରଷ୍ଟବ୍ୟ —ଏ ଅନ୍ତଃକରଣ ପ୍ରବର୍ତ୍ତକ ଜ୍ଞାନଜ୍ୟୋତିଃ ସ୍ୱରୂପ ଅନନ୍ତ ଈଶ୍ୱର ଅଟନ୍ତି ସକଳ ଇନ୍ଦ୍ରିୟ ତାଙ୍କର ସାହାଯ୍ୟରେ ପ୍ରକାଶିତ, କିନ୍ତୁ ସେ ସକଳ ଇନ୍ଦ୍ରିୟବିବର୍ଜିତ ପ୍ରଭୁ ଅଟନ୍ତି ଏହି ଅର୍ଥର ବିଶିଷ୍ଟ ବିବରଣ ପାଇଁ ବିଶ୍ୱନାଥବାବାଙ୍କ ମହିମାଧର୍ମ ପ୍ରତିପାଦକ ଗ୍ରନ୍ଥ ଦ୍ରଷ୍ଟବ୍ୟ]