ମହୀ
ଦେଖଣା
ମହୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହ ଧାତୁ+କର୍ମ. ଇ; ଈ)
[ସମ୍ପାଦନା]- ୧. ପୃଥିବୀ; ଧରଣୀ —୧. The earth.
- ୨. ଭୂମି —୨. The ground.
- ୩. ଗୌ; ଗାଈ —୩. Cow.
- ୪. ମହତ୍ତ୍ୱ —୪. Greatness.
- ୫. ବୁଦ୍ଧି — ୫. Intellect.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦ୍ୟ—ସନ୍ଧାନ= ବାଖର)
[ସମ୍ପାଦନା]- ୧. ଦଧ୍ୟମ୍ଳ; ଦୁଧକୁ ବସାଦହି କରିବା ପାଇଁ
ଅନୁବାଦ
[ସମ୍ପାଦନା]ସେଥିରେ ପକାଯିବା ଖଟା ଦହି —୧. Curd ferment; rennet used to co-agulate milk; sour whey used in curdling milk; Bulgarian milk.
- ୨. ମଇ (ଦେଖ) - —୨. Mai (See)
- ୩. (ଆଦରାର୍ଥକ) ମହେଶ୍ୱରର ଡାକ ନାମ —୩. Name for calling Maheṡwar.
ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ -
[ସମ୍ପାଦନା]ଦଧି —Curd.
ପ୍ରାଦେଶିକ - (ସମ୍ୱଲପୁର ଓ ବୌଦ୍ଧ) ବିଶେଷ୍ୟ -
[ସମ୍ପାଦନା]ଘୋଳ ଦହି —Whey; churned buttermilk.