ମହୁକା

ଉଇକିଅଭିଧାନ‌ରୁ

ମହୁକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୂକ)[ସମ୍ପାଦନା]

୧. ଗୁଳ୍ମ ବିଶେଷ —୧. A kind of shrub.
୨. ମହୁକ (ଦେଖ) - —୨. Mahuka (See)
୩. ମଉକା (ଦେଖ) - —୩. Maukā (See)

ବିଶେଷଣ -[ସମ୍ପାଦନା]

ମହୁପରି ଅତିରିକ୍ତି ମିଷ୍ଟ ସ୍ୱାଦବିଶିଷ୍ଟ — Excessively sweet like honey.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଶିମ୍ୱଜାତୀୟ ବଡ଼ ଓ ମାଂସଳ ଫଳ — A kind of big fleshy fruit of the bean variety.

[ଦ୍ରଷ୍ଟବ୍ୟ —ଏହା ପରିବାରପେ ବ୍ୟବହୃତ ହୁଏ]