ମା
Jump to navigation
Jump to search
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- ମାତା; ଜନନୀ
- ଲକ୍ଷ୍ମୀ; କମଳା
- ସୌନ୍ଦର୍ଯ୍ୟ
- ପରିମାଣ
- ଜ୍ଞାନ
- କାନ୍ତି
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- ସଙ୍ଗୀତର ସପ୍ତ ସ୍ଵରର ଚ୍ତୁର୍ଥ ସ୍ଵର
- ମାଆ
ମା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମା,ଧାତୁ+କର୍ତ୍ତୃ. କ୍ୱିପ୍; ତୁଳ (ସଂ) ଆମ୍ୱା, ମାତୃ ମା; (ଇଂ)ମାମା; (ଲା) ମାଟର; (ହି) ଅମା, ମାଇ; (ତେ) ଆମ୍ମା; (ଆ) ଆମ; (ଫା) ମାଦାର୍;[ସମ୍ପାଦନା]
- ୧. ମାତା; ଜନନୀ — ୧. Mother.
[ଦ୍ରଷ୍ଟବ୍ୟ —ପୁରୀ ଓ କଟକ ଜିଲ୍ଲାର କେତେକ ସ୍ଥାନର ବ୍ରାହ୍ମଣମାନେ ମାତାଙ୍କୁ 'ବାଉ' ଓ ପିତାମହୀଙ୍କୁ 'ମା' ବୋଲି ସମ୍ୱୋଧନ କରନ୍ତି
କୌଣସି ବ୍ୟକ୍ତିର ମାତାଙ୍କୁ ସେହି ବ୍ୟକ୍ତିର ନାମ ସହିତ 'ମା' ଶଦ୍ଦ ଯୋଗ କରି ଡକାଯାଏ ଯାଥା—ହରିଆ ମା, ରାମା ମା]
- ୨. ଲକ୍ଷ୍ମୀ; କମଳା —୨. The Goddess of wealth.
- ୩. (+କରଣ କ୍ୱିପ୍) ଶ୍ରୀ; ସୌନ୍ଦର୍ଯ୍ୟ — ୩. Beauty.
- ୪. (+ଭାବ. କ୍ୱିପ୍) ପରିମାଣ — ୪. Measure.
- ୫. (+କରଣ କ୍ୱିପ୍) ଜ୍ଞାନ —୫. Knowledge.
- ୬. କାନ୍ତି —୬. Lustre.
=== ଅ.
ନିନ୍ଦା, ବିକଳ୍ପ ଓ ନିଷୋଧାର୍ଥକ ଅବ୍ୟୟ —No.
ଦେଶଜ - ବି— (ସଂସ୍କୃତ - ମଧ୍ୟମ)[ସମ୍ପାଦନା]
- ୧. ସଙ୍ଗୀତର ସପ୍ତ ସ୍ୱରର ଚତୁର୍ଥ ସ୍ୱର — ୧. The ୪th scale in the Hindu music.
ଅନୁବାଦ[ସମ୍ପାଦନା]
ମା
|
- ୨. ମାଆ (ଦେଖ) - —୨. Mā-ā (See)
ଅ[ସମ୍ପାଦନା]
- ୧. ଭୟ, ବିସ୍ମୟ ଓ ଆତୁରତାସୁଚକ ଅବ୍ୟୟ; ହେ ମା ? — ୧. Interjection used in giving vent to fear wonder or bewilderment; Oh my mother ?
- ୨. (ସାଙ୍କେତିକ, କଚିରିଆ) ମାରଫତେ — ୨. Through; per; by the hands of. (ଯଥା— ମା ଅମୁକ=ଅମୁକ ଲୋକ ମାରଫତେ)
- ୩. (ଜମିର ମାପ ପରିମାଣ) 'ମାଣ'ର ସାଙ୍କେତିକ —୩. An abbreviation For 'Māṇa' of land. (ଯଥା—ମା ୧୫: o=ପନ୍ଦର ମାଣ ଜମି)
ଗ୍ରାମ୍ୟ - ପ୍ରତ୍ୟୟ (କ୍ରିୟା ସହିତ ବ୍ୟବହୃତ)[ସମ୍ପାଦନା]
'ବା' ସ୍ଥାନରେ ଲାଗେ —Used with a verb in the place of the ending 'bā' in the tuture tense.
(ଉ—ଆନ କେବା ତାହା କହେ ଆଣି— ମା ଅର୍ଜୁନ ସାରଳା ମହାଭାରତ)
ପ୍ରାଦେଶିକ - (ଗଞ୍ଜାମ)ଅ[ସମ୍ପାଦନା]
(ସ୍ତ୍ରୀମାନଙ୍କଦ୍ୱାରା ବ୍ୟବହୃତ) ଗୋ; ହେ; ଆହେ —Oh?
(ଉ—ମୋହନ ରୀତ ଚିହ୍ନା ପଡ଼ିଲା ମା ଗୋପାଳକୃଷ୍ଣ ସଙ୍ଗୀତ)