ମାଇଛା

ଉଇକିଅଭିଧାନ‌ରୁ

ମାଇଛା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମାଇଚି(ଛି)ଅ—ଅନ୍ୟରୂପ)

(ଅଣ୍ତିରାଚଣ୍ଡୀ—ବିପରୀତ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ସ୍ତ୍ରୀ ସ୍ୱଭାବଯୁକ୍ତ (ପୁରୁଷ) — ୧. (a man) with female nature.
୨. ଯେ ସର୍ବଦା ସ୍ତ୍ରୀ— ମହଲଚେ ରହିବାକୁ ସୁଖପାଏ — ୨. Effeminate; clinging to the apron strings of women.
୩. ମାଇଆ (ଦେଖ) - —୩. Māiā (See)