ମିହ୍ନା
ଦେଖଣା
ମିହ୍ନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ମିନା (ଦେଖ) - —୧. Minā(See)
(ଉ— ସୁବର୍ଣ୍ଣ ଭୂମିରେ ଅଙ୍କୁର ଅଛିକି ମରକତ ମିହ୍ନା ଲତା ଭଞ୍ଜ. କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ )
(ଉ—ସେ ଭୁଜେ ବାନ୍ଧିଛି ରୂପା ସୂତା ବିଦାମାଳୀ. ପାଣିରେ ତା ପାଣି କାଚ ମିହ୍ନ କଢ଼ିଆଳୀ ଯେ ଭଞ୍ଜ. ଲାବଣ୍ୟବତୀ )
- ୨. (ପ. ମିନ୍ହା) ନିଷ୍କର ଭୂମି —୨. Rent free land.
ବିଶେଷଣ -
[ସମ୍ପାଦନା]ନିଷ୍କର — Rent free.