Jump to content

ମିହ୍ନା

ଉଇକିଅଭିଧାନ‌ରୁ

ମିହ୍ନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. ମିନା (ଦେଖ) - —୧. Minā(See)

(ଉ— ସୁବର୍ଣ୍ଣ ଭୂମିରେ ଅଙ୍କୁର ଅଛିକି ମରକତ ମିହ୍ନା ଲତା ଭଞ୍ଜ. କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ )

(ଉ—ସେ ଭୁଜେ ବାନ୍ଧିଛି ରୂପା ସୂତା ବିଦାମାଳୀ. ପାଣିରେ ତା ପାଣି କାଚ ମିହ୍ନ କଢ଼ିଆଳୀ ଯେ ଭଞ୍ଜ. ଲାବଣ୍ୟବତୀ )

୨. (ପ. ମିନ୍ହା) ନିଷ୍କର ଭୂମି —୨. Rent free land.

ବିଶେଷଣ -[ସମ୍ପାଦନା]

ନିଷ୍କର — Rent free.