Jump to content

ମୀନ

ଉଇକିଅଭିଧାନ‌ରୁ

ମୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୀ ଧାତୁ=ବଧ କରିବା+କର୍ମ. ନ)[ସମ୍ପାଦନା]

୧. ମତ୍ସ୍ୟ; ମାଛ —୧. Fish.
୨. (ଜ୍ୟୋତିଷ) ଦ୍ୱାଦଶ ରାଶି ମଧ୍ୟରୁ ଏକତମ —୨. The pisces; one of the tewlve signs of the zodiac.

(ନକ୍ଷତ୍ର ତଳେ ଟୀକା ଦେଖ)

୩. ବିଷ୍ଣୁଙ୍କର ପ୍ରଥମ ଅବତାର — ୩, The ୧st incration of Bishṇu.

[ଦ୍ରଷ୍ଟବ୍ୟ — ମହାପ୍ରଳୟରେ ସମୁଦ୍ରର ବିଷ୍ଣୁ ମୀନ ରୂପ ଧାରଣ କରି ଶଙ୍ଖାସୁର କବଳରୁ ବେଦକୁ ରକ୍ଷା କରିଥିଲେ]

୪. ସୌର ଚୈତ୍ର ମାସ —୪. The solar month of Ch&aline;i̱tra.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅତି ଛୋଟ ମାଛ —୧. Fry of fish, very small fish.
୨. ଜଳଚର ପ୍ରାଣୀ —୨. Aquatic animal.

(ଉ—ବୋଲନ୍ତି ମୀନ ଉଦ୍ଗାରେ ମୁକୁତା, ବଡ଼ ଋଣା ସେହି, ବାରିରେ ଲୁଚି ଧରେ ଭକ୍ଷେ ମୁହିଁ ଭଞ୍ଜ. ବୈଦେହୀଶବିଳାସ)



ମୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ଉଷା କନ୍ୟା; କଶ୍ୟପଙ୍କ ସ୍ତ୍ରୀ —A wife of asge Kaṡyapa.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ମିନା (ଦେଖ) - — Minā (See).