ମୀନ
ଦେଖଣା
ମୀନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୀ ଧାତୁ=ବଧ କରିବା+କର୍ମ. ନ)
[ସମ୍ପାଦନା]- ୧. ମତ୍ସ୍ୟ; ମାଛ —୧. Fish.
- ୨. (ଜ୍ୟୋତିଷ) ଦ୍ୱାଦଶ ରାଶି ମଧ୍ୟରୁ ଏକତମ —୨. The pisces; one of the tewlve signs of the zodiac.
(ନକ୍ଷତ୍ର ତଳେ ଟୀକା ଦେଖ)
- ୩. ବିଷ୍ଣୁଙ୍କର ପ୍ରଥମ ଅବତାର — ୩, The ୧st incration of Bishṇu.
[ଦ୍ରଷ୍ଟବ୍ୟ — ମହାପ୍ରଳୟରେ ସମୁଦ୍ରର ବିଷ୍ଣୁ ମୀନ ରୂପ ଧାରଣ କରି ଶଙ୍ଖାସୁର କବଳରୁ ବେଦକୁ ରକ୍ଷା କରିଥିଲେ]
- ୪. ସୌର ଚୈତ୍ର ମାସ —୪. The solar month of Ch&aline;i̱tra.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅତି ଛୋଟ ମାଛ —୧. Fry of fish, very small fish.
- ୨. ଜଳଚର ପ୍ରାଣୀ —୨. Aquatic animal.
(ଉ—ବୋଲନ୍ତି ମୀନ ଉଦ୍ଗାରେ ମୁକୁତା, ବଡ଼ ଋଣା ସେହି, ବାରିରେ ଲୁଚି ଧରେ ଭକ୍ଷେ ମୁହିଁ ଭଞ୍ଜ. ବୈଦେହୀଶବିଳାସ)
ମୀନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଉଷା କନ୍ୟା; କଶ୍ୟପଙ୍କ ସ୍ତ୍ରୀ —A wife of asge Kaṡyapa.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ମିନା (ଦେଖ) - — Minā (See).