ମୂଷିକ

ଉଇକିଅଭିଧାନ‌ରୁ

ମୂଷିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ମୂଷି(ଷୀ)କା—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୁଷ୍ ଧାତୁ=ଚୋରି କରିବା+କର୍ତ୍ତୃ.ଇକ. ଈକ)[ସମ୍ପାଦନା]

୧. ମୂଷା (ଦେଖ) - —୧. Mūshā

[ଦ୍ରଷ୍ଟବ୍ୟ —ମୂଷାର ଅନ୍ୟ ସଂସ୍କୃତ ଜାମନାମ ଯଥା— ଆଖନିକ, ଆଖୁ, ଉନ୍ଦୁରୁ, ଉନ୍ଦୁରୁକ, ଉନ୍ଦୁରୁ, ଖନକ, ଧାନ୍ୟାରି, ନଖୀ, ପିଙ୍ଗ, ବଭ୍ର, ବହୁପ୍ରଜ,ବିଳକାରୀ,ବୃଶ(ଷ), ମୂଷ,ମୂଷକ,ମୂଷାକ— ଇତ୍ୟାଦି ]

୨. ଶିରୀଷ ଫୁଲର ଗଛ —୨. Name of a flower tree; Mimosa Sirisha.
୩. ଚୋର; ତସ୍କର —୩. Thief.
୪. ଦସ୍ୟୁ; ଲୁଣ୍ଠନକାରୀ — ୪. Dacoit; robber.
୫. ଦକ୍ଷିଣ ଭାରତର କୁମାରିକା ଓ କୁଇଁଲାନ ଅନ୍ତରୀପ ମଧ୍ୟସ୍ଥ ଦେଶ —୫. A tract of country of South India between Cape Camorin and Quilon.