Jump to content

ମୃତି

ଉଇକିଅଭିଧାନ‌ରୁ

ମୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୃ ଧାତୁ=ମରିବା+ଭାବ. ବି)

[ସମ୍ପାଦନା]

ମୃତ୍ୟୁ; ମରଣ — Death.

ଗ୍ରାମ୍ୟ - ବି—(ଅଶୁଦ୍ଧ)—(ସଂସ୍କୃତ - ମୂର୍ତ୍ତି)

[ସମ୍ପାଦନା]

ମୂର୍ତ୍ତି (ଦେଖ) - —Mūtti (See)

[ଦ୍ରଷ୍ଟବ୍ୟ —ଏହି ଶଦ୍ଦର ସାଙ୍କେତିକ ମୁ ଅଟେ ଯଥା—ଆଜି ୫ ମୃତି ବା ୫ ମୁ ବୈଷ୍ଣବଙ୍କର ସେବା କରାଯିବ]