ମେଣ୍ଟ
ଦେଖଣା
ମେଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମେଟ୍)
[ସମ୍ପାଦନା]- ୧. କୁଲି ବା ମୁଲିଆଙ୍କ ଦଳର ସରକାର —୧. A sirdar or headman amongst a gang of labourers or coolies.
- ୨. (ତୁଳ. ସଂସ୍କୃତ - ମେଠ, ମେଣ୍ଟ) ହାତୀର ମାହୁନ୍ତଙ୍କ ସାହାଯ୍ୟ କରିବା ପାଇଁ ନିଯୁକ୍ତ ଭୃତ୍ୟ —୨. A mate; a menial servant whose duty is, to help the elephant driver.
ମେଣ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ହସ୍ତିପକ; ମାହୁନ୍ତ —୧. The driver of an elephant.
- ୨. ମେଷ; ମେଣ୍ଡା —୨. Ram; sheep.
ମେଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମିହ୍ ଧାତୁ=ପ୍ରସ୍ରାବ ତ୍ୟାଗ କରିବା+କର୍ତ୍ତୃ ଅ); ନିପାତନ
[ସମ୍ପାଦନା]- ୧. ମେଷ; ମେଣ୍ଡା —୧. Ram; sheep.
- ୨. ହସ୍ତିପକ; ମାହୁନ୍ତ —୨. Elephant driver.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ; ଡୁଳ. ଇଂରାଜୀ - ମୀଟ୍ (meet)—
- ୧. ପଲ; ଦଳ —୧. Flock.
- ୨. ମେଳି — ୨. Collection; mutiny; conspiracy.
- ୩. ମେଟ୍ (ଦେଖ) - —୩. Meṭ (See)
- ୪. ଜାହାଜର ତଣ୍ଡେଲର ନିମ୍ନସ୍ଥ ଖଲାସୀ —୪. Mate of a ship.
[ଉ—ତାଙ୍କ ପଛରେ ମାଝି ଖଲାସୀ ତଣ୍ଡେଇ ମେଣ୍ଟ ଜାହାଜର ଚାକର ଷୋଳ ଜଣ ହଳକୁ ହଳ ବାହାକୁ ବାହା ଛନ୍ଦା— ଫକୀରମୋହନ ଗଳ୍ପସ୍ୱଳ୍ପ]
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ରାଜାଙ୍କ ଆଦେଶକୁ ମେଣ୍ଟିବା ବା ଅମାନ୍ୟ କରିବା ମେଳିଆ କନ୍ଧମାନଙ୍କ ପରାମର୍ଶ ବା ମିଳନ ସ୍ଥାନ —A rendezvous of revolting kandhas.
[ଦ୍ରଷ୍ଟବ୍ୟ —ଏଠାରେ ବିଦ୍ରୋହୀମାନେ ମିଳିତ ହୋଇ ମଦ ଖାଆନ୍ତି ଓ ହଲପ କରନ୍ତି ଏବଂ ରାଜପୁରୁଷମାନେ ଏମାନଙ୍କ ହାବୁଡ଼ରେ ପଡ଼ିଲେ ତାଙ୍କୁ ହାଣି ଦିଅନ୍ତି ଓ ନାନାପ୍ରକାର ଅତ୍ୟାଚାର କରନ୍ତି]