ମୋହମାନ

ଉଇକିଅଭିଧାନ‌ରୁ

ମୋହମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୀତର ପ୍ରଥମ ଅକ୍ଷରରେ ମୃଦଙ୍ଗାଦି ବାଦ୍ୟର ତାଳ ଛିଣ୍ଡିବା ବା ବିରାମ ହେବା — ୧. The ceasing or stop of musical cadence on the first letter of a song.
୨. (ବହୁ— ବଚନ) ମୋହସକଳ —୨. Delusions.

[ ଉ— ଶୋକ ଲୋଭ ଯେ ମୋହମାନ ମାତ୍ସର୍ଯ୍ୟ ଈର୍ଷା ଅଭିମାନ— ଜଗନ୍ନାଥ. ଭାଗବତ]

ଦେଶଜ - ବିଶେଷଣ - (ସଂସ୍କୃତ - ମୁହ୍ୟମାନ)[ସମ୍ପାଦନା]

୧. ମୋହିତ —୧. Deluded.

[ ଉ— ଯାରେ ଧାତ ମୋହମାନ, ହରଜୟେ ଅଭିମାନ, ସଜୀବ କାମ ବିଧାନ; ସେ ବିଶେଷ୍ୟ - ସମାନ—ଭଞ୍ଜ. ପ୍ରମସୁଧାନିଧି ]

୨. ମୁହ୍ୟମାନ (ଦେଖ) - —୨. Muhyamāna (See)

[ଉ— ଯଶୋଦା ଦେଖି ମୋହନ ମୋହମାନ; ଧରଣୀ ପଡ଼ି ହତଜ୍ଞାନ— ଜଗନ୍ନାଥ ଭାଗବତ ]