ମୋହର
ଦେଖଣା
ମୋହର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୋହର
|
ଦେଶଜ - ସର୍ବ
[ସମ୍ପାଦନା]ମୋ (ଦେଖ) - — Mo (See)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋହର)
[ସମ୍ପାଦନା]- ୧. ମଉଡ଼;ସ୍ୱର୍ଣ୍ଣମୁଦ୍ରା —୧. Gold coin.
[ଦ୍ରଷ୍ଟବ୍ୟ —ସାଧାରଣତଃ ୧ ମୋହର =ଟ୧୬: /?/]
- ୨. ସିଲ୍; ନାମାଙ୍କିତ ମୁଦ୍ରା —୨. Seal.
- ୩. (ସଂସ୍କୃତ - ମଧୁର) ମହୁର (ଦେଖ) - — ୩. Mahura (see)