ମୌନ
ଦେଖଣା
ମୌନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି—(ମୁନି+ଭାବ ଓ କର୍ମର ଅ)
[ସମ୍ପାଦନା]- ୧. ତୂଷ୍ମୀଂଭାବ; କଥା ନ କହିବା; ଅଭାଷଣ —୧. Silence; taciturnity.
- ୨. ବିଷର୍ଣ୍ଣତା —୨. Sadness; gloominess; melancholy.
- ୩. ମୁନିବ୍ରତ —୩. The austerities practised by a sage.
- ୪. ଫାଲ୍ଗୁନ ମାସର ପ୍ରଥମ ପକ୍ଷ(ହିନ୍ଦୀ - ଶ) —୪. The first lunar fortnight of the month of Phālguna.
ଦେଶଜ - ବିଶେଷଣ - (ସଂସ୍କୃତ - ମୌନୀ)
[ସମ୍ପାଦନା]ମଉନ (ଦେଖ) - — Mauna (See)