ମ୍ରିୟମାଣ

ଉଇକିଅଭିଧାନ‌ରୁ

ବିଶେଷଣ [୧][ସମ୍ପାଦନା]

  • ସଂସ୍କୃତ, ପୁଂଲିଙ୍ଗ
  • ମୃ ଧାତୁ= ମରିବା + କର୍ତ୍ତୁ. ଆନ
  • ମ୍ରିୟମାଣା- ସ୍ତ୍ରୀଲିଙ୍ଗ
    • ମୃତପ୍ରାୟ; ମଲାପରି ( Moribond )
    • ଆସନ୍ନ ମୃତ୍ୟୁ ( Dying )
    • ଅବସନ୍ନ ( Worne out; exhausted )
    • ଅତିଦୁଃଖିତ ( Very sad; Dejected )
    • ଅତିଲଜ୍ଜିତ ( Much ashamed; Abashed )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୬୭୪୦