ଯନ୍ତା

ଉଇକିଅଭିଧାନ‌ରୁ

ଯନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଜନ୍ତା (ଦେଖ) - Jantā (See)

[ଉ—ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତେ ଭଞ୍ଚ. ବୈଦେହୀଶବିଳାସ]



ଯନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯନ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଯମ ଧାତୁ=ନିବୃତ୍ତ କରିବା+କର୍ତ୍ତୃ. ତୃ, ୧ମା. ୧ବ.)[ସମ୍ପାଦନା]

୧. ଦମନକାରକ —୧. Restraining.
୨. ଶାସକ; ନିୟାମକ —୨. Regulating.
୩. ନିବୃତ୍ତିକର —୩. Preventing.

ବିଶେଷ୍ୟ -[ସମ୍ପାଦନା]

୧. ସାରଥି; ରଥଚାଳକ; କଚୁଆନ୍ —୧. A charioteer; a coachman; driver of a carriage.

[ଉ— ଶାଳିହୋତ୍ର ଋଷି ଯେ ଅଶ୍ୱଶାସ୍ତ୍ରକର୍ତ୍ତା,ସେ ବା ହେଲେ ଆସି ବାହୁକ ରୂପେ ଯନ୍ତା କୃଷ୍ଣସଂହିନ୍ଦୀ - ମହଭାରତ ବନ]

୨. କର୍ମ ନିୟନ୍ତ୍ରଣ କରିବା କର୍ମଚାରୀ; ତନଖିବା ବ୍ୟକ୍ତି — ୨. A director; a governor.
୩. ହାତୀର ଚାଳକ; ହସ୍ତିପକ —୩. The driver of an elephant.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଜନ୍ତା ଇତ୍ୟାଦି (ଦେଖ) - — Jantā etc (See).

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ରିକି — Grinding mill; mill-stone.