Jump to content

ରକ୍ତ ବୀଜ

ଉଇକିଅଭିଧାନ‌ରୁ

ରକ୍ତ ବୀଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ବହୁବ୍ରୀହି; ରକ୍ତ+ବୀଜ=ଉତ୍ପତ୍ତକାରଣ ଯାହାର)

[ସମ୍ପାଦନା]
୧. ଦୁର୍ଗାଙ୍କ ସଙ୍ଗେ ଯୁଦ୍ଧ କରି ନିହତ ହୋଇଥିବା ଶୁମ୍ଭ ନିଶୁମ୍ଭଙ୍କର ସେନାପତି ଅସୁରବିଶେଷ — ୧. Name of a demon from whose blood sprang forth demons (killed by
Durgā)

[ ଦ୍ର—ଏହାର ରକ୍ତର ବିନ୍ଦୁମାନ ଭୂମିରେ ପଡ଼ିବା ମାତ୍ରକେ ସେଥିରୁ ତାହାରି ପରି ଅସୁରମାନେ ଜାତ ହୋଇ ଚଣ୍ଡ଼ୀଙ୍କ ସଙ୍ଗେ ଯୁଦ୍ଧ କରୁଥିଲେ, କିନ୍ତୁ ଚଣ୍ଡୀଙ୍କର ବିଶେଷ ଶକ୍ତି ଉକ୍ତ ଅସୁରର ମୁଣ୍ଡକାଟିବା ସଙ୍ଗେ ସଙ୍ଗେ ଜିହ୍ୱା ପ୍ରସାରଣ ପୂର୍ବକ ସବୁ ରକ୍ତପାନ କରିବାରୁ ତାହାର ରକ୍ତଭୂମିରେ ଆଉ ପଡ଼ିଲା ନାହିଁ ତେଣୁ ସେ ତାକୁ ବିନାଶ କରିବାକୁ ସମର୍ଥା ହୋଇଥିଲେ ଏହାର ବଧ ବୃତ୍ତାନ୍ତ ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଚଣ୍ଡୀରେ ବର୍ଣ୍ଣିତ ହୋଇଅଛି]

୨. (ରକ୍ତବର୍ଣ୍ଣ ଅଟେ ବୀଜ ଯହାର)—ଡ଼ାଳିମ୍ୱ — ୨. Promegranate.
୩. ରିଠା (ହିନ୍ଦୀ - ଶ.) — ୩. Soapnut.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରକ୍ତବୀଜ ବଂଶ (ଦେଖ) - Raktabīja baṃṣa (See)