Jump to content

ରଖିଆ

ଉଇକିଅଭିଧାନ‌ରୁ

ରଖିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ରଖା [ଖେ ଈ—ସ୍ତ୍ରୀ]) 

ଦେଶଜ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

(ସଂସ୍କୃତ - ରକ୍ଷିତ)—ସ୍ତ୍ରୀଦ୍ୱାରା ସ୍ୱାମୀରୂପେ ବ୍ୟବହୃତ ଉକ୍ତ ସ୍ତ୍ରୀକୁ ବିବାହ କରି ନ ଥିବା ବ୍ୟକ୍ତି — (a person) Maintained by a woman as her paramour.

ବିଶେଷଣ -[ସମ୍ପାଦନା]

୧. ରକ୍ଷିତ — ୧. Kept.
୨. ରକ୍ଷାକର୍ତ୍ତା —୨. Protecting.

ଦେଶଜ - ବି—(ସଂସ୍କୃତ - ରକ୍ଷକ)[ସମ୍ପାଦନା]

ରକ୍ଷକ; ପାଳକ —୧. Protector; saver.

୨. ଜଗୁଆଳି —୨. Guard; watchman.
୩. ମୁରବୀ — ୩. Guardian.

ଗ୍ରାମ୍ୟ - ବି—(ସଂସ୍କୃତ - ରକ୍ଷା)[ସମ୍ପାଦନା]

ରକ୍ଷା (ଦେଖ) - —Rakshā (See)