ରତନ
ଦେଖଣା
ରତନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ରତ୍ନ)
[ସମ୍ପାଦନା]- ୧. ରତ୍ନ (ଦେଖ) - —୧. Ratana (See)
[ଉ—ଚେତା କରାଇଲେ ଯତନେ ମହିଷୀ—ରତନ ପଣନ୍ତ ବିଞ୍ଛି ରାଧାନାଥ. ପାର୍ବ୍ୱତୀ]
- ୨. ରତ୍ନାକରର ଡାକ ନାମ —୨. Name for calling Ratanakara.
- ୩. ବହୁ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି —୩. Preeminent person.
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ଶ୍ରେଷ୍ଠ —Excellent; chief.