Jump to content

ରାଜଧର୍ମ

ଉଇକିଅଭିଧାନ‌ରୁ

ରାଜଧର୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରାଜନ୍+ଧର୍ମନ୍)

[ସମ୍ପାଦନା]
୧. ରାଜାଙ୍କ କର୍ତ୍ତବ୍ୟକର୍ମ (ଯଥା—ପ୍ରଜାପାଳନ) — ୧. A king's duty (e.g. governing his subjects).
୨. ରାଜନୀତି (ଦେଖ) - —୨. Rājanīti (See)
୩. କ୍ଷତ୍ରିୟର କର୍ତ୍ତବ୍ୟ କର୍ମ — ୩. The duty of the military tribe.

[ଦ୍ରଷ୍ଟବ୍ୟ —ରାଜଧର୍ମ ସମ୍ୱନ୍ଧେ ମହାଭାରତ ଆଦିରେ ଅନେକ ଉପଦେଶ ଅଛି]