ରାଜସ୍ଥାନ

ଉଇକିଅଭିଧାନ‌ରୁ

ରାଜସ୍ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ରାଜପୁତାନା (ଦେଖ) - — ୧. Rājaputānā (See)

୨. ରାଜପୁତାନା ଅନ୍ତର୍ଗତ ୫ ଗୋଟି ରାଜ୍ୟ (ମେବାର, ମାରବାଡ଼, ଯସଲମିର୍, କୋଟା ଓ ବୁନ୍ଦି) —୨. Five principalities in Rājputānā.

[ଉ—ରାଜସ୍ଥାନେ ଭ୍ରମିଭୀମ ମରୁସ୍ଥଳୀ ରାଧାନାଥ ଚିଲିକା]

୩. ରାଜପୁତାନାର ରାଜ— ବଂଶୀୟ ରାଜାମାନଙ୍କ ଇତିହାସ ଓ ପୁରାତତ୍ତ୍ୱ ସଂଗ୍ରହପୂର୍ବକ କର୍ଣ୍ଣେଲ ଟଉ ସାହେବଙ୍କ ରଚିତ ଇଂରାଜି ଗ୍ରନ୍ଥ —୩. Todd's Rajasthana; a work embodying the history of the Kshatriya families of Rājputānā.

[ଦ୍ରଷ୍ଟବ୍ୟ —ଇଂରାଜ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ନିଯୁକ୍ତ ହୋଇ କର୍ଣ୍ଣେଲ୍ ଜେମ୍ସ ଟଡ଼୍ ପ୍ରଥମେ ରାଜପୁତାନା ଅଞ୍ଚଳକୁ ମାପ କରିଥିଲେ ଓ ପରେ ଉକ୍ତ ଅଞ୍ଚଳ ଅନ୍ତର୍ଗତ ୫ଟି ରାଜ୍ୟ ସମ୍ୱଳିତ ରାଜସ୍ଥାନର ପୋଲିଟିକାଲ୍ ଏଜେଣ୍ଟ ରୂପେ ନିଯୁକ୍ତ ହୋଇଥିଲେ ଏହାଙ୍କର ଜନ୍ମ ଖ୍ରୀ୧୭୮୨: , ମୃତ୍ୟୁ ୧୮୩୫: ଏ ୧୮୬:ରୁ ୧୮୨୩: ପର୍ଯ୍ୟନ୍ତ ଚାକିରିରେ ନିଯୁକ୍ତ ହୋଇଥିଲେ କର୍ଣ୍ଣଲେ ଟଡ଼୍ ତାଙ୍କ ରାଜସ୍ଥାନ ଗ୍ରନ୍ଥରେ ରାଜପୁତ ଜାତିର ବିଶେଷ ସୁଖ୍ୟାତି କରି ଅଛନ୍ତି]