Jump to content

ରେକାବ୍

ଉଇକିଅଭିଧାନ‌ରୁ

ରେକାବ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଆରବୀ - ରକାବ୍)

[ସମ୍ପାଦନା]
୧. ଘୋଡାର ଜିନ୍ ଉପରେ ବସିବା ବ୍ୟକ୍ତିର ଗୋଡ଼ ରଖିବା ପାଇଁ ଘୋଡ଼ା ପିଠିର ଦୁଇ ପାଖରେ ଲମ୍ୱିଥିବା ଦଉଡ଼ିର ଶେଷରେ ବନ୍ଧା ହୋଇଥିବା ଲୌହ ବଳୟ —୧. Stirrups.
୨. ରେକାବି (ଦେଖ) - —Rekābi (See)