ରେକେଟା
ଦେଖଣା
ରେକେଟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ରକଟା (ଦେଖ) - —Rakaṭā (See)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପଙ୍କ ବା କାଦୁଆ ମାଟି ଶୁଖିଯଇବା ପରେ ତାହା ଟାଣ ହୋଇଯିବା ଅବସ୍ଥା; ଚିକିଟା ମାଟିର ଶୁଖିଲା ଅବସ୍ଥା —The state of clay or mud becoming hardened when dry.
ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -
[ସମ୍ପାଦନା]ଶୁଖିଯାଇ ଅତି ଟାଣ ହୋଇଥିବା (ଚିକିଟା କାଦୁଅ ବା ପଙ୍କ) —Hardened and dried (adhesive soil or clay).