ରେକେଟା

ଉଇକିଅଭିଧାନ‌ରୁ

ରେକେଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ରକଟା (ଦେଖ) - —Rakaṭā (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ପଙ୍କ ବା କାଦୁଆ ମାଟି ଶୁଖିଯଇବା ପରେ ତାହା ଟାଣ ହୋଇଯିବା ଅବସ୍ଥା; ଚିକିଟା ମାଟିର ଶୁଖିଲା ଅବସ୍ଥା —The state of clay or mud becoming hardened when dry.

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ଶୁଖିଯାଇ ଅତି ଟାଣ ହୋଇଥିବା (ଚିକିଟା କାଦୁଅ ବା ପଙ୍କ) —Hardened and dried (adhesive soil or clay).