ରେଣୁ
ଦେଖଣା
ରେଣୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ରି ଧାତୁ=ବଧ କରିବୀ+କର୍ତ୍ତୃ. ନୁ)
[ସମ୍ପାଦନା]- ୧. ଧୂଳି — ୧. Dust.
- ୨. ଚୂର୍ଣ୍ଣ —୨. Powder.
- ୩. ପରାଗ — ୩. Pollen of flowers.
- ୪. ଅଣୁ; ପରମାଣୁ — ୪. Atom.
- ୫. ଏକ ବଡା କଉଡ଼ିର ୩୬: ଭାଗରୁ ଏକ ଭାଗ —୫. Three hundred thirty sixti part of a cowire (shell-money)
- ୬. ଅତି ସୂକ୍ଷ୍ମାଶୁଂ; କଣିକା —୬. Very small particle.
- ୭. ଅତି ସୂକ୍ଷ୍ମ ପରିମାଣ —୭. Very little quantity.
- ୮. ରେଣୁକା (ଦେଖ) - —୮. Reṇukā (See)
- ୯. ବାଲି—(ହିନ୍ଦୀ - ଶ.) —୯. Sand.
- ୧. ବିଡ଼ଙ୍ଗ (ହିନ୍ଦୀ - ଶ.) —୧୦. Embellica Ribes.
ପ୍ରାଦେଶିକ - (ଗଡ଼ଜାତ)—ବି
[ସମ୍ପାଦନା]ଏକପ୍ରକାର ବନ୍ୟ ଗଛ — A kind of wild tree.
[ଦ୍ରଷ୍ଟବ୍ୟ —ଏହାର କାଠ ଟାଣୁଆ ଓ ବହୁତ କାମରେ ଲାଗେ]