ରେତ
ଦେଖଣା
ରେତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରି ଧାତୁ+କର୍ତ୍ତୃ. ଅ, ନିପାତନ)
[ସମ୍ପାଦନା]ରେତଃ (ଦେଖ) - — Retaḥ(See) (Apte).
[ଉ—ତାହା ଭାବନାରୁ ସ୍ପଳନ ହେଲା ରେତ କୃଷ୍ଣସିଂହ ମହାଭାରତ. ଆଦି]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରେତଃ)
[ସମ୍ପାଦନା](ବଣିଆ ଶବ୍ଦ) ସୁନା ବା ରୂପାର ଗହଣା ଗଢ଼ିବା ବେଳେ ଉହାରେ ଘଷିବାଦ୍ୱାରା ତହିଁରୁ ବାହାରିବା ଗୁଣ୍ଡ —Metal-filings.