ରେଳା
ଦେଖଣା
ରେଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୋକସମୂହ — Collection of man; crowd.
ରେଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -[ସଂସ୍କୃତ - ଲୀଳା]
[ସମ୍ପାଦନା]- ୧. ଆମୋଦ ପ୍ରମୋଦ — ୧. Sports; amusement.
- ୨. ମଉଛବ —୨. Festivity.
- ୩. ବିପଦ — ୩. Trouble; turmoil.
- ୪. ଗୋଳମାଳ — ୪. Ado.
- ୫. ରେଳ (ଦେଖ) - —୫. Reḻ (See)