ରୈ

ଉଇକିଅଭିଧାନ‌ରୁ

ରୈ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ରା ଧାତୁ=ଦାନ କରିବା+କର୍ମ. ଐ)[ସମ୍ପାଦନା]

୧. ରବ; ଶବ୍ଦ — ୧. Sound; noise.
୨. ଧନ —୨. Wealth; riches; property.
୩. ସ୍ୱର୍ଣ୍ଣ —୩. Gold

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରେଖା)[ସମ୍ପାଦନା]

ରଇ (ଦେଖ) - —Rai (See)