ରୌଦ୍ର
ଦେଖଣା
- ରୁଦ୍ର ସମ୍ବନ୍ଧୀୟ
- ତୀବ୍ର
- ପ୍ରଚଣ୍ତ
- ଭୀଷଣ; ଭୟଙ୍କର
- ଅତି କ୍ରୁଦ୍ଧ
- ଅଶୁଭସୂଚକ
- ସୂର୍ଯ୍ୟ କିରଣ; ଖରା; ସୌର ଉତ୍ତାପ
- କ୍ରୋଧ
- ଯମ
- କାବ୍ୟର ରସବିଶେଷ; କ୍ରୋଧଜନକ ରସ
- ରୁଦ୍ର ଦେବତାଙ୍କ ପୂଜକ
- ଶୀତ ଋତୁ
- ଉତ୍ତାପ
- ଭୀଷଣତା; ପ୍ରଚଣ୍ତତାରୌଦ୍ର
ଉଚ୍ଚାରଣ
[ସମ୍ପାଦନା](ରୌଦ୍ରୀ—ସ୍ତ୍ରୀ)
[ରୋଦ୍ରତା(ତ୍ୱ)—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - [ରୁଦ୍ର+ଅ]
[ସମ୍ପାଦନା]- ୧. ରୁଦ୍ର ସମ୍ୱନ୍ଧୀୟ — ୧. Relating to Rudra.
- ୨. ତୀବ୍ର —୨. Formidable; violent.
- ୩. ପ୍ରଚଣ୍ଡ —୩. Furious; impet uous.
- ୪. ଭୀଷଣ; ଭୟଙ୍କର —୪. Terrible; terrific
- ୫. ଅତି କ୍ରୁଦ୍ଧ —୫. Wrathful
- ୬. ଅଶୁଭସୁଚକ —୬. Bringing or betokening. misfortune (M.W.).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସୂର୍ଯ୍ୟ କିରଣ; ଖରା; ସୌର ଉତ୍ତାପ —୧. Sun's rays; solar heat; sunshine.
- ୨. କ୍ରୋଧ — ୨. Anger; rage.
- ୩. ଯମ —୩. The God of death.
- ୪. କାବ୍ୟର ରସବିଶେଷ; କ୍ରେଧଜନକ ରସ
('ରସ' ଦେଖ) —୪. The sentiment of wrath or fury in literature.
- ୫. ରୁଦ୍ର ଦେବତାଙ୍କ ପୂଜକ —୫. A worshipper of Rudra (M. W.)
- ୬. ଶୀତ ଋତୁ —୬. The cold Season; winter. (M.W.)
- ୭. ଉତ୍ତାପ —୭. Heat; warmth. (M.W.)
- ୮. ଭୀଷଣତା; ପ୍ରଚଣ୍ଡତା — ୮. Fierceness; formidableness. (M.W.).