ରୌଦ୍ର

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ରୁଦ୍ର ସମ୍ବନ୍ଧୀୟ
  • ତୀବ୍ର
  • ପ୍ରଚଣ୍ତ
  • ଭୀଷଣ; ଭୟଙ୍କର
  • ଅତି କ୍ରୁଦ୍ଧ
  • ଅଶୁଭସୂଚକ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସୂର୍ଯ୍ୟ କିରଣ; ଖରା; ସୌର ଉତ୍ତାପ
  • କ୍ରୋଧ
  • ଯମ
  • କାବ୍ୟର ରସବିଶେଷ; କ୍ରୋଧଜନକ ରସ
  • ରୁଦ୍ର ଦେବତାଙ୍କ ପୂଜକ
  • ଶୀତ ଋତୁ
  • ଉତ୍ତାପ
  • ଭୀଷଣତା; ପ୍ରଚଣ୍ତତାରୌଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରୌଦ୍ରୀ—ସ୍ତ୍ରୀ) 

[ରୋଦ୍ରତା(ତ୍ୱ)—ବି]

  • (file)

ସଂସ୍କୃତ - ବିଶେଷଣ - [ରୁଦ୍ର+ଅ][ସମ୍ପାଦନା]

୧. ରୁଦ୍ର ସମ୍ୱନ୍ଧୀୟ — ୧. Relating to Rudra.
୨. ତୀବ୍ର —୨. Formidable; violent.
୩. ପ୍ରଚଣ୍ଡ —୩. Furious; impet uous.
୪. ଭୀଷଣ; ଭୟଙ୍କର —୪. Terrible; terrific
୫. ଅତି କ୍ରୁଦ୍ଧ —୫. Wrathful
୬. ଅଶୁଭସୁଚକ —୬. Bringing or betokening. misfortune (M.W.).

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ସୂର୍ଯ୍ୟ କିରଣ; ଖରା; ସୌର ଉତ୍ତାପ —୧. Sun's rays; solar heat; sunshine.
୨. କ୍ରୋଧ — ୨. Anger; rage.
୩. ଯମ —୩. The God of death.
୪. କାବ୍ୟର ରସବିଶେଷ; କ୍ରେଧଜନକ ରସ
('ରସ' ଦେଖ) —୪. The sentiment of wrath or fury in literature.

୫. ରୁଦ୍ର ଦେବତାଙ୍କ ପୂଜକ —୫. A worshipper of Rudra (M. W.)
୬. ଶୀତ ଋତୁ —୬. The cold Season; winter. (M.W.)
୭. ଉତ୍ତାପ —୭. Heat; warmth. (M.W.)
୮. ଭୀଷଣତା; ପ୍ରଚଣ୍ଡତା — ୮. Fierceness; formidableness. (M.W.).