ଲକ୍ଷ୍ମୀମନ୍ତ
ଦେଖଣା
ଲକ୍ଷ୍ମୀମନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୀମନ୍ତ
|
ଦେଶଜ - ବିଶେଷଣ - (ସଂସ୍କୃତ - ଲକ୍ଷ୍ମୀବତ; ପ୍ରାଚୀନ ପ୍ରୟୋଗ; ନିୟମା— ନୁସାରେ 'ଲକ୍ଷ୍ମୀବନ୍ତ, ହେବା ଉଚିତ')
[ସମ୍ପାଦନା]ଲକ୍ଷ୍ମୀବନ୍ତ (ଦେଖ) - —Laksmībanta (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲକ୍ଷ୍ମୀବନ୍ତ ବା ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି — A prosperous person.
(ଉ—ସେ ଲେଖା ହୋଇ ଲକ୍ଷ୍ମୀମନ୍ତମାନଙ୍କରେ କୃଷ୍ଣସିଂହ ମହାଭାରତ ବନ)