ଲାଇବା
ଦେଖଣା
ଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - କ୍ରି—(ସଂସ୍କୃତ - ଲାଧାତୁ=ଗ୍ରହଣ କରିବା)
[ସମ୍ପାଦନା]- ୧. (ପ୍ରାଚୀନ ପଦ୍ୟ) ସ୍ଥାପନ କରିବା — ୧. To place.
[ଉ— ଉଠି ମଥାରେ କରଲାଇ କହିଲା ବହୁତ ବିନୟୀ ରାମ ଦାସ. ଦାଢ୍ୟତାଭକ୍ତି]
- ୨. (ପ୍ରାଚୀନ ପଦ୍ୟ) ଧରିବା — ୨. To catch; to hold.
[ଉ—ସୁବର୍ଣ୍ଣର ବେତ ସର୍ବେ ଛନ୍ତି ହସ୍ତେ ଲାଇ ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା.]
- ୩. ନାଇବା (ଦେଖ) - —୩. Nāibā (See)
[ଉ—ଶଙ୍ଖା ଦୁଇ ବାହି ସେ ଦୁଇ ହାତେ ଲାଇ ବନ ଶାଢୀ ଖଣ୍ଡେ ସେ ପିନ୍ଧିଲେ ଗୁଡିଆଇ କୃଷ୍ଣସିଂହ. ମହାଭାରତ.
ବିରାଟ]
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]ଧାନ ଆଦିକୁ ଟୋକାଇ ଆଦି ପାତ୍ରରେ ପୁରାଇବା ବା ଭରିବା —To fill up paddy etc in a basket.