ଲାଗ
ଦେଖଣା
ଲାଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଲଗ୍ ଧାତୁ; ଲଗ୍ନ)
[ସମ୍ପାଦନା]- ୧. ଲଗ୍ନ; ମୁହୂର୍ତ୍ତକ୍ଷଣ — ୨. Moment; instant.
(ଯଥା—ଏହିଲାଗେ=ଏହିଲାଗରେ=ଏହି କ୍ଷଣରେ)
- ୨. ନୈକଟ୍ୟ; ନିକଟବର୍ତ୍ତିତା —୨. Contiguity; proximity.
- ୩. ସମ୍ପର୍କ —୩. Connection.
କ୍ରି.ବିଶେଷଣ -
[ସମ୍ପାଦନା]ନିକଟ —Near.
ବିଶେଷଣ -
[ସମ୍ପାଦନା]ନିକଟବର୍ତ୍ତୀ —Contiguous; adjacent.
ପ୍ରାଦେଶିକ - (କଟକସହର) ବିଶେଷ୍ୟ -
[ସମ୍ପାଦନା]ନାଗ (ଦେଖ) - — Nāga (See)
ଦେଶଜ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଋଣ —୧. Loan.
- ୨. ମହାଜନି —୨. Money lending.