ଲାଣ୍ଡ

ଉଇକିଅଭିଧାନ‌ରୁ

ଲାଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଲାଣ୍ଡୋଈ, ଲାଣ୍ଡେଈ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

(ଲାଣ୍ଡୋ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମୁଣ୍ଡିତ)[ସମ୍ପାଦନା]

୧. ଲଣ୍ଡା (ଦେଖ) - — ୧. Laṇḍā (See)
୨. ଲାଣ୍ଡିଆ (ଦେଖ) - — ୨. Lāṇḍiā (See)
୩. (ସଂସ୍କୃତ - ଲୂନଶିଖ) ଲଣ୍ଡା —୩. With the hair ofn the head cropped up or shaven.
୪. ଅଳଙ୍କାରହୀନ —୪. Shorn of ornament.
୫. ଧନହୀନ —୫. Shorn of riches.
୬. ଅପତ୍ୟ ବା ସନ୍ତାନାଦି ହୀନ; ଆଣ୍ଠୁକୁଡ଼ା —୬. Issueless.
୭. ପରିବାରହୀନ —୭. Having no family.
୮. ସ୍ଥାଣୁ (ବୃକ୍ଷ) —୮. Pollard (tree); with its branches lopped off.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାଣ୍ଡୋ)[ସମ୍ପାଦନା]

ଏକ ପ୍ରକାର ଚାରିଚକିଆ ଘୋଡ଼ା ଗାଡ଼ି, ଯହିଁର ଛାତ ଉପରର ଟପ୍ କୁ ଦୁଇଫାଳ କରି ତଳକୁ ଖସାଇ ଦିଆଯାଇ ଗାଡ଼ିକୁ ମେଲା କରାଯାଇ ପାରେ —A landau.