ଲାଦିବା

ଉଇକିଅଭିଧାନ‌ରୁ

ଲାଦିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଲଦି ଦେବା,ଲଦି ପକା(କେ)ଇବାଅନ୍ୟରୂପ

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲବ୍ଧ; ପ୍ରା. ଲଦ୍ଧ)[ସମ୍ପାଦନା]

୧. ଲଦିବା (ଦେଖ) - ୧. Ladibā (See)
୨. କୌଣସି ବସ୍ତୁ ଉପରେ ବହୁତ ବୋଝ ଲଦିବା — ୨. To put too much load on a thing.
୩. ବୋଝ ଚପାଇବା —୩. To load.
୪. ଅତ୍ୟଧିକଭାବରେ ବୃଷ୍ଟି କରିବା — ୪. To shower copiously.

(ଉ—ମାଡ଼ ଲାଦିପକାଇବା; ବର୍ଷା ଲାଦିବା; ବୋଲୁଆ ଲାଦିବା ଇତ୍ୟାଦି)