ଲାଳସା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଲୋଭ; ସ୍ପୃହା
  • ଅତ୍ୟଧିକ ଲିପ୍ସା
  • ଔତ୍ସୁକ୍ୟ
  • କୌଣସି ବସ୍ତୁ ପାଇଁ ପ୍ରାର୍ଥନା
  • ଶୋଚନା; ଅନୁଶୋଚନା
  • ଗର୍ଭଣୀର ଦୋହଦ; ଗର୍ଭଣୀର କୌଣସି ବିଶେଷ ଖାଦ୍ୟପ୍ରତି ବାଞ୍ଛା

ବିଶେଷଣ (ଦେଶଜ)[ସମ୍ପାଦନା]

  • ଲୋଭାସକ୍ତ; ଲାଳସାଯୁକ୍ତଲାଳସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

[ଲାସ୍ ଧାତୁ (ଯଙ ଲୁଗନ୍ତ)+ଭାବ. ଅ+ଆ] ===

୧. ଲୋଭ; ସ୍ପୃହା —୧. Hankering; coveting after a thing.
୨. ଅତ୍ୟଧିକ ଲିପ୍ସା — ୨. Excessive desire.
୩. ଔତ୍ସକ୍ୟ —୩. Eagerness.
୪. କୌଣସି ବସ୍ତୁ ପାଇଁ ପ୍ରାର୍ଥନା — ୪. Solicitation; entreaty (Apte)
୫. ଶୋଚନା; ଅନୁଶୋଚନା — ୫. Sorrow; regret (Apte).
୬. ଗର୍ଭିଣୀର ଦୋହଦ; ଗର୍ଭିଣୀର କୌଣସି ବିଶେଷ ଖାଦ୍ୟ ପ୍ରତି ବାଞ୍ଛା —୬. The longing of a pregnant woman after soma particular food.

=== ଦେଶଜ - ବିଶେଷଣ - (ପଦ୍ୟ)

ଲୋଭାସକ୍ତ; ଲାଳସାଯୁକ୍ତ —Hankering after a

thing.

[ଉ—ଦେଖିଲେ ଲୋକେ ତାଙ୍କ ହୋଇବେ ଲାଳସା କୃଷ୍ଣସିଂହ. ମହାଭାରତ.ବନ]