ଲାହା

ଉଇକିଅଭିଧାନ‌ରୁ

ଲାହା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଲାକ୍ଷା) ଲାକ୍ଷା; ଲାଖ; ଜତୁ —୧. Shell. lac.
୨. ଲାସା (ଦେଖ) - — ୨. Lāsā (See)

[ଉ—ନିଃଶେଷ କଲାଟି ଦେହଲାହା କବିସୂର୍ଯ୍ୟ କିଶୋରଚନ୍ଦ୍ରାନନ୍ଦ ଚମ୍ପୁ ଞ.ଗୀତା]

୩. (ସଂସ୍କୃତ - ଲାକ୍ଷାକାର) ବଙ୍ଗୀୟ ଶୂଦ୍ର ଜାତିର ବଂଶୋପାଧି ବିଶେଷ —୩. A family title of sūdrasin Bengal.
୪. ଦେହର ବଳ —୪. Bodily strength.

ପ୍ରାଦେଶିକ - (କଟକ ସହର) ବିଶେଷ୍ୟ -[ସମ୍ପାଦନା]

ରାବ; ନୌକା —A boat.

[ଉ—ଲାହା ଫାହା ସବୁ ମିଳିବ ତ?—ଭିକାରୀଚରଣ. କଟକ ବିଜୟ]

ବୈଦେଶିକ - ପ୍ରାଦେଶିକ - ଦେଶଜ - (ଗଞ୍ଜାମ)ବିଶେଷ୍ୟ - (ଇଂରାଜୀ - ଲ)[ସମ୍ପାଦନା]

ନିୟମ; ଆଇନ୍;ଲ — Law.