Jump to content

ଲୁଇ

ଉଇକିଅଭିଧାନ‌ରୁ

ଲୁଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋମୟୀ)

[ସମ୍ପାଦନା]

ଲେହି; ଭାରତର ଉତ୍ତର ପଶ୍ଚିମରେ ତିଆରି ପଶମୀ ମୋଟ ଶୀତ ଚଦର —A coarse woolen wrapper made in N.W. India.

ବୈଦେଶିକ - ବି(ଫ୍ରେଞ୍ଜ—ଲୁଇସ୍ ଶବ୍ଦର ଲୁଇ ଉଚ୍ଚାରଣ)

[ସମ୍ପାଦନା]
୧. (ଫ୍ରାନସ୍ରେ ରାଷ୍ଟ୍ରବିମ୍ଳବ ହୋବା ପୂର୍ବେ) ଫ୍ରାନସ୍ର ପ୍ରାଚୀନ ରାଜାଙ୍କର ବଂଶଗତ ଉପାଧି —୧. Luis; the family title of the kings of France before the
French revolution.
୨. ପୂର୍ବେ ଫ୍ରାନସରେ ପ୍ରଚଳିତ ସ୍ୱର୍ଣ୍ଣମୁଦ୍ରା ବିଶେଷ —୨. Name of a gold coin formerly current in France.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କଅଁଳା ବାଛୁରୀ — A very young calf.



ଲୁଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ, ଖଡ଼ିଆଳ)ବି

[ସମ୍ପାଦନା]

ଲୋହି (ଦେଖ) - Lohi. (See)