ଶତୃ (ପ୍ରତ୍ୟୟ)

ଉଇକିଅଭିଧାନ‌ରୁ

ଶତୃ (ପ୍ରତ୍ୟୟ)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ଏହି ପ୍ରତ୍ୟୟ ସଂସ୍କୃତ ଧାତୁ ସଙ୍ଗେ ଯୁକ୍ତ ହେଲେ ଉକ୍ତ କ୍ରିୟା କରୁଥିବା ବିଶେଷଣ ଶବ୍ଦ ପ୍ରସ୍ତୁତ ହୁଏ କୃ ଧାତୁ+ଶତୃ=କୁର୍ବତ୍ଶ୍ରୁ ଧାତୁ+ଶତୃ=ଶୃଣ୍ୱତ୍ ଇତ୍ୟାଦି) —An inflection of suffix added to a root.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଏହି 'ଶତୃ' ପ୍ରତ୍ୟୟକୁ 'ଅତ୍' ପ୍ରତ୍ୟୟ ବୋଲାଯାଏ ଏହାର ବ୍ୟବହାର ଓଡ଼ିଆଭାଷାରେ ବିରଳ; ସମାସନିଷ୍ପନ୍ନ ଶବ୍ଦରେ କ୍ୱଚିତ୍ ଏହାର ବ୍ୟବହାର ଦେଖାଯାଏ; ଯଥା, ଚଳଛକ୍ତି; ପଠଦ୍ଦଶା]

=== ବିଶେଷ୍ୟ - (ସଂସ୍କୃତ - ଶତ୍ରୁର ଅଶୁଦ୍ଧ ବର୍ଣ୍ଣବିନ୍ୟାସ)

ଶତ୍ରୁ (ଦେଖ) - —Ṡatru (See)