ଶମ

ଉଇକିଅଭିଧାନ‌ରୁ

ଶମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶମ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ନିବୃତ୍ତି —୧. Cessation.
୨. ଶାନ୍ତି —୨. Tranquility; calmness; quietitude; peace.
୩. ଉପଶମ —୩. Restraint alleviation; state of being asuaged.
୪. ଚିତ୍ତର ସ୍ଥିରତା —୪. Calmness of mind; peace of mind.
୫. ନିରୁପଦ୍ରବ — ୫. Placidity.
୬. ମୋକ୍ଷ; ମୁକ୍ତି —୬. Salvation; liberation; liberation of the spirit from matter.
୭. ଚିତ୍ତବୃତ୍ତି ଦମନ —୭. Control of passions.
୮. ମନଃସଂଯମ; ଅନ୍ତରିନ୍ଦ୍ରିୟ ନିଗ୍ରହ; ନିରନ୍ତର ବାସନାତ୍ୟାଗ —୮. Concentration of mind; withdrawing the mind from wordly thoughts; control of one's thought.

[ଦ୍ରଷ୍ଟବ୍ୟ —ସାଂସାରିକ ବିଷୟର ଦୋଷଦର୍ଶନ ପୂର୍ବକ ମନ ଯେତେବେଳେ ସାଂସାରିକ ବିଷୟରୁ ନିବୃତ୍ତହୋଇ ପରଂ— ବ୍ରହ୍ମରେ ନିୟତରୂପେ ଅବସ୍ଥାନ କରେ, ମନର ସେହି ଅବସ୍ଥାକୁ ଶମ ବୋଲାଯାଏ ଶମ(ମନଃ ସଂଯମ) ଓ ଦମ (ଇନ୍ଦ୍ରିୟ ସଂଯମ)ଦ୍ୱାରା ମନ ଓ ଇନ୍ଦ୍ରିୟମାନଙ୍କୁ ବିଷୟରୁ ନିବୃତ୍ତ କରିବାର ଚେଷ୍ଟା କରିବା ଯୋଗସାଧନର ପ୍ରଥମ ସୋପାନ]

୯. ମଙ୍ଗଳ; କଲ୍ୟାଣ —୯. Prosperity; bleseing,
୧. ସୁଖ —୧୦. Happiness; bliss.
୧୧. ଉପଚାର —୧୧. Treatment.
୧୨. ପାଣି; ହସ୍ତ —୧୨. Hand.
୧୩. କ୍ଷମା —୧୩. Forgiveness.
୧୪. ତିରସ୍କାର —୧୪. Reproach; censure.
୧୫. ଶାନ୍ତି (ଦେଖ) - —୧୫. Ṡānti (See)
୧୬. ସାହିତ୍ୟରେ ଶାନ୍ତରସର ସ୍ଥାୟୀ ଭାବ (ହିନ୍ଦୀ - ଶ) —୧୬. The permanent character of the sentiment of Tranquility in literature.
୧୭. ବାହ୍ୟେନ୍ଦ୍ରିୟ ନିଗ୍ରହ (ହିନ୍ଦୀ - ଶ) —୧୭. The controlling of one's organs of sense.